ରାଜଧାନୀରେ ହୋଇପାରନ୍ତି ମହିଳା ମେୟର : ସଂରକ୍ଷଣ ବଦଳାଇବାକୁ ଉଦ୍ୟମ ଆରମ୍ଭ

ଭୁବନେଶ୍ବର : କିଏ ହେବ ଭୁବନେଶ୍ବର ମେୟର ? ବିଜେଡି ପୁଣିଥରେ ହାତେଇବ ନା ଛଡ଼େଇ ନେବ ବିଜେପି। କଂଗ୍ରେସ ଲଢ଼େଇରେ ଆଗରେ ରହିବ ନା ପଛକୁ ଠେଲି ହୋଇଯିବ। ଭୁବନେଶ୍ବର ସହରରେ ଦବ୍‌ଦବା ଥିବା ସ୍ବାଧୀନ ପ୍ରାର୍ଥୀ ଆଗକୁ ମାଡ଼ି ଯିବେନି ତ ? ସମ୍ମାନଜନକ ଏହି ପଦବି ମହିଳାଙ୍କ ଲାଗି ସଂରକ୍ଷିତ ହେବା ପରେ ଏବେ ପ୍ରାର୍ଥୀଙ୍କୁ ନେଇ ଏମିତି କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ସବୁ ଦଳରୁ … Continue reading ରାଜଧାନୀରେ ହୋଇପାରନ୍ତି ମହିଳା ମେୟର : ସଂରକ୍ଷଣ ବଦଳାଇବାକୁ ଉଦ୍ୟମ ଆରମ୍ଭ